Jump to content

ଦର୍ଶିତ

ଉଇକିଅଭିଧାନ‌ରୁ

ଦର୍ଶିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦର୍ଶି ଧାତୁ+କର୍ମ. ତ)

[ସମ୍ପାଦନା]
୧. ଦେଖାଇଦିଆଯାଇ ଥିବା; ଯାହା ଦେଖାଇ ଦିଆଯାଇଅଛି —୧. Shown.
୨. ପ୍ରକଟିତ; ପ୍ରକାଶିତ — ୨. Exhibited; exposed to view.