Jump to content

ଦର୍ଶୀ

ଉଇକିଅଭିଧାନ‌ରୁ

ଦର୍ଶୀ

ଉଚ୍ଚାରଣ

[ସମ୍ପାଦନା]
(ଦର୍ଶିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦର୍ଶିନ୍ ଶବ୍ଦ; ଦୃଶ୍ ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ)

[ସମ୍ପାଦନା]
୧. ଦ୍ରଷ୍ଟା; ଯେ ଦର୍ଶନ କରେ — ୧. Seeing; viewing; beholding.
୨. ଯେ ଜାଣିଥାଏ — ୨. Knowing.
୩. ଯାହାର ଦେଖିବାର ଶକ୍ତି ଅଛି; ଯେ ଦେଖି ପାରେ — ୩. Having the power to see or to view capable of seeing.
୪. ଯେ ଅନୁଭବ କରିଥାଏ; ଅନୁଭବକାରୀ — ୪. Experienced.

[ଦ୍ରଷ୍ଟବ୍ୟ —ଏ ଶବ୍ଦର ସ୍ୱତନ୍ତ୍ର ବ୍ୟବହାର ନାହିଁ; ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ଯଥା—ବହୁଦର୍ଶୀ, ସୂକ୍ଷ୍ମଦର୍ଶୀ, ତତ୍ତ୍ୱଦର୍ଶୀ, ଦୋଷଦର୍ଶୀ , ଦୂରଦର୍ଶୀ ଇତ୍ୟାଦି]