Jump to content

ଦର୍ଶୟିତା

ଉଇକିଅଭିଧାନ‌ରୁ

ଦର୍ଶୟିତା

ଉଚ୍ଚାରଣ

[ସମ୍ପାଦନା]
(ଦର୍ଶୟିତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦର୍ଶୟିତୃ ଶବ୍ଦ; ଦୃଶ୍ ଧାତୁ ଣିଚ୍, ଦର୍ଶି ଧାତୁ=ଦେଖାଇବା+କର୍ତ୍ତୃ. ତୃ; ୧ମା. ୧ବ)

[ସମ୍ପାଦନା]
୧. ଯେ ଦେଖାଏ —୧. One who exhibits; showing.
୨. ପ୍ରକାଶକ —୨. Mainifesting.
୩. ଯେ କୌଣସି ସ୍ଥାନରେ ଦର୍ଶନୀୟ ବସ୍ତୁମାନଙ୍କୁ ଦର୍ଶକ— ମାନଙ୍କୁ ବୁଲାଇକରି ଦେଖାଏ —୩. One who shows round a place to visitors.
୪. ଯେ କୌଣସି ବସ୍ତୁ ଆଡ଼କୁ ହାତ ବଢ଼ାଇ ଅନ୍ୟକୁ ଦେଖାଇଦିଏ —୪. Pointing out.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଦ୍ୱାରପାଳ —A door-keeper.