ଦର(ବା)ନ୍
ଦେଖଣା
ଦର(ବା)ନ୍
ଉଚ୍ଚାରଣ
[ସମ୍ପାଦନା]ଦରଉଆନ, ଦରୁଆନ, ଦରୋଆନଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦର(ବା)ନ୍
|
ବୈଦେଶିକ - ବିଶେଷ୍ୟ - (ଫା ଦର୍ବାନ୍; ତୁଳ. ସଂସ୍କୃତ - ଦ୍ୱାରବାନ୍)
[ସମ୍ପାଦନା]ଦ୍ୱାରରକ୍ଷକ; ଦୁଆଁରୀ; ଦ୍ୱାରପାଳ — Door-keeper; gate-keeper; a durwan; a porter.
[ଦ୍ରଷ୍ଟବ୍ୟ —ଏହି ଫାର୍ସୀ ଶବ୍ଦ ଇଂରାଜି ଭାଷାରେ ବ୍ୟବହୃତ ହେଉଅଛି ]