ଦର(ବେ)ଇବା
ଦ୍ରବାଇବା; ଦ୍ରବ କରିବା; ତରଳ କରିବା —To melt.
ଚଦ୍ରମା ରସେ ତାକୁ ଦରବାଇବି ଉପେନ୍ଦ୍ରଭଞ, ପ୍ରେମସୁଧାନିଧି