Jump to content

ଦର ପଟିବା

ଉଇକିଅଭିଧାନ‌ରୁ

ଦର ପଟିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି ଦ୍ରବ୍ୟର ଭାଉ କ୍ରେତା ଓ ବିକ୍ରେତାଙ୍କଦ୍ୱାରା ସ୍ୱୀକୃତ ବା ମନୋନୀତ ହେବା — ୧. Agreement as to the price or rate of an article between the vendor and the purchaser.
୨. କୌଣସି ଦ୍ରବ୍ୟର ଭାଉ କ୍ରୟେଚ୍ଛୁଙ୍କ ମନୋମତ ହେବା — ୨. Approval of the price of an article by the purchaser.