ଦଲକା
(ଦଲକ, ଦଲ୍କା—ଅନ୍ୟରୂପ)
ମାଟି ବା କାଦୁଅର ଗୋଟାଏ ଛେଲା ବା ପୁଳା ବା ମେଞ୍ଚା —A clod of clay or earth; turf; sod.