Jump to content

ଦଲକାଇବା

ଉଇକିଅଭିଧାନ‌ରୁ

ଦଲକାଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କାଦୁଅ ବା ମାଟି ଦଲକା ହୋଇ ଛାଡ଼ିଯିବା; ଦଲକା ଉଠିବା —To burst into lumps or clods.

(ଯଥା—ମାଟି ଛଟା ହୋଇଥିବା କାନ୍ଥ ଶୁଖିଗଲେ ଦଲକାଏ)