ଦଲଦଲ
ଦେଖଣା
ଦଲଦଲ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦଲଦଲ
|
ଦେଶଜ - ବିଶେଷଣ - (ସଂସ୍କୃତ - ଦୁଳ୍ ଧାତୁ=କମ୍ପିବା)
[ସମ୍ପାଦନା]- ୧. (ବାରଂବାର ମେଘଗର୍ଜ୍ଜନ, ତୋପଶବ୍ଦ, ଦମାଲୁଶବ୍ଦ ଆଦିଯୋଗୁଁ) ଦୁଲଦୁଲ ହୋଇ କମ୍ପିତ — ୧. Shaking or vibrating violently on account of repeated booming sounds.
'ତ' ଅକ୍ଷରଟି ହୋଇଅଛି ବାଜା ତୋଲ ଶବଦରେ ଭୂବନ କମ୍ପୁଛି ଦଲଦଲ ପ୍ରାଚୀ. ବ୍ରହ୍ମନିରୂପଣ ଗୀତା
- ୨. ଦଲଦଲିଆ (ଦେଖ) - ୨. Daladaliā (See)
ବିଶେଷ୍ୟ -
[ସମ୍ପାଦନା]- ୧. ଆନଦ୍ଧ ବାଦ୍ୟାଦିରେ ଘୋର ଶବ୍ଦ — ୧. Sound produced by the violent beating of many big drums.
ଲକ୍ଷେକ ଦମାଲୁ ବାଜୁଥିବା ଦଲଦଲ ପୀତାମ୍ୱର. ନୃସିଂହପୁରାଣ
- ୨. କମ୍ପନ —୨. The quivering motion of any soft substance.