ଦଲମ
ଦେଖଣା
ଦଲମ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦଲମ୍=ବୋଝ)
[ସମ୍ପାଦନା]- ୧. ଘର ତିଆରିର ଉପକରଣ ସାମଗ୍ରୀଚୟ — ୧. Materials collected for a building or house; building materials.
- ୨. ବୋଝ —୨. Load.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ବଡ଼ କଡ଼ି କାଠ — Big timbers fit to be used as rafters and beams.