Jump to content

ଦଲାଣ

ଉଇକିଅଭିଧାନ‌ରୁ

ଦଲାଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦାଲାନ୍)

[ସମ୍ପାଦନା]
୧. କୋଠା ଘର — ୧. Building.
୨. ପ୍ରକୋଷ୍ଠ; କୋଠିରୀ —୨. Room.
୩. ଲମ୍ୱା ଓ ଚଉଡ଼ା କୋଠରୀ —୩. Hall.
୪. ଲମ୍ୱା ବାରଣ୍ଡା —୪. Long and spacious veranda.