Jump to content

ଦଲ୍ଦଲିଆ

ଉଇକିଅଭିଧାନ‌ରୁ

ଦଲ୍ଦଲିଆ

ଉଚ୍ଚାରଣ

[ସମ୍ପାଦନା]

(ଦଲ୍ଦଲ୍—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଦଳ୍ ଧାତୁ=ଦଳିବା)

[ସମ୍ପାଦନା]
୧. ପତଳା କାଦୁଅ ଯୁକ୍ତ; କୋମଳ ଓ କାଦୁଆ; କାଦୁଅ ପ୍ରାୟ ନରମ; ଯାହାକୁ ମାଡ଼ି ଦେଲେ ନଇଁ ଯାଏ ଓ ଛାଡ଼ିଦେଲେ ଉଠିଯାଏ; ନରମା ଓ ସ୍ଥିତିସ୍ଥାପନ —୧. Yielding like mud; soft and elastic.
୨. ପଙ୍କୁଆ —୨. Clayey; muddy.
୩. ପୂଜା ଓ ଘାଆଦ୍ୱାରା ମାତି ଉଠିଥିବା (ବ୍ରଣାଦି) — ୩. Gangrenous; ulcerous.