Jump to content

ଦଲ୍ଦଲେଇବା

ଉଇକିଅଭିଧାନ‌ରୁ

ଦଲ୍ଦଲେଇବା

ଉଚ୍ଚାରଣ

[ସମ୍ପାଦନା]

ଦଲ୍ଦଲିବା, ଦଲ୍ଦଲାଇ ଯିବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କର୍ଦ୍ଦମମୟ ହେବା; ଦଲଦଲିଆ ହେବା —୧. To become muddy and yielding to treading.

ଏ କୋଉ ଗାଁଆ ମାଟି; ବରଷାରେ ଯାଏ ଦଲଦଲେଇ ଲୋ; ଖରା କଲେ ଯାଏ ଫାଟି ବାଉରୀଙ୍କ ଘୁମରା ଗୀତ

୨. (ବ୍ରଣାଦି) ପୂଜା ଓ ଘାଆରେ ପୂର୍ଣ୍ଣ ହେବା; ପୂଜାଇବା; ଘେନି ଉଠିବା —୨. To ulcerate; to fester to rankle.

(ଯଥା—ବିଇଞ୍ଚି ଗୁଡ଼ାକ ଦଲ୍ଦଲେଇ ମୋତେ ଦିନରାତି ଅଥୟ କରି ପକଉଛି)

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -

[ସମ୍ପାଦନା]

ଥରିବା; ଦମ୍ଦମ୍ ହେବା; କମ୍ପି ଉଠିବା —To throb; palpitate.

(ଯଥା—ମେଘ ଗରଜନ ଶୁଣି ମୋ ଛାତି ଦଲଦଲେଇ ଗଲା)