ଦଳକରଣ
ଦେଖଣା
ଦଳକରଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ରାଜାଙ୍କ ଉଆସର ବା ଦେବାଳୟର କର୍ମଚାରୀବିଶେଷ —୧. A class of accoun tants employed in the palace of a king or in the temple of a Deity.
- ୨. ପ୍ରାଚୀନ ଓଡ଼ିଶାରେ ରାଜାମାନଙ୍କ ଛାମୁକରଣ — ୨. An accountant in the office of a Rājā ancient Orissa.