ଦଳଖିଆ
ଦେଖଣା
ଦଳଖିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦଳଖିଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]ସେ ଦଳ ଘାସ ଖାଏ —One who lives on aquatic grass or weeds.
ଘୋଡ଼ାଟି ଦଳଖିଆ ତୁଟ—ଫକୀରମୋହନ. ଛମାଣଆଠଗୁଣ୍ଠ
ବିଶେଷ୍ୟ -
[ସମ୍ପାଦନା]ନିକୃଷ୍ଟ ଜାତୀୟ ଦେଶୀ ତଟ୍ଟୁ; ଯେଉଁମାନେ ଦଳଘାସ ଖାଇ ବଞ୍ଚନ୍ତି; ଯେଉଁ ଘୋଡ଼ାକୁ ପାଳନ ଘରେ ଦାନା ଆଦି ଖାଇବାକୁ ଦିଅନ୍ତି ନାହିଁ ଏବଂ ଯାହାର ଜୀବନ ଯାତ୍ରା ସେ ନିଜେ ଚରିବାଦ୍ୱାରା ସମାହିତ ହୁଏ — An inferior kind of country bred pony or tat.