Jump to content

ଦଳଦଳ

ଉଇକିଅଭିଧାନ‌ରୁ

ଦଳଦଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଦଳେଦଳେ—ଅନ୍ୟରୂପ)

ଦେଶଜ - ଅ

[ସମ୍ପାଦନା]

ପଲକୁପଲ; ପଞ୍ଝାପଞ୍ଝା; ଏକ ଦଳ ପରେ ଅନ୍ୟଦଳ — In crowds; in batches

ଚଉଦିଗୁଁ ପ୍ରଜାପୁଞ୍ଜ ଆସି ଦଳେ ଦଳେ ରାଧାନାଥ. ମହାଯାତ୍ରା