ଦଳପତି
ଦେଖଣା
ଦଳପତି
ଉଚ୍ଚାରଣ
[ସମ୍ପାଦନା](ଦଳପାଳ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଦଳ+ପତି; ୬ଷ୍ଠୀ ତତ୍)
[ସମ୍ପାଦନା]- ୧. ଗୋଷ୍ଠୀର ନେତା —୧. Leader of a party.
- ୨. ପଲର ପ୍ରଧାନ ଜନ୍ତୁ —୨. The leader of a herd.
- ୩. ଗ୍ରାମ୍ୟ ସମାଜର ପ୍ରଧାନ ମୁଖ୍ୟବ୍ୟକ୍ତି — ୩. The headman of a village community.
- ୪. ସେନାଧ୍ୟକ୍ଷ —୪. A commander of a body or company of troops; caption of detatchment of troops.