ଦଳାଦଳି
ଦେଖଣା
ଦଳାଦଳି
ଉଚ୍ଚାରଣ
[ସମ୍ପାଦନା](ଦଳାଦଳ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପରସ୍ପର ମଧ୍ୟରେ ବିରୋଧ — ୧. Mutual quarrel.
- ୨. ଗ୍ରାମର ଦୁଇ ବିରୋଧୀ ଦଳଙ୍କ ମଧ୍ୟରେ ବିବାଦ —୨. Party-feeling or factions in a village; party- spirit.
- ୩. ଦ୍ୱନ୍ଦ୍ୱ; ବିବାଦ —୩. Fighting; wrangling; conflict.
- ୪. ଚିପାଚିପି; ବହୁବାର ଚିପିବା — ୪. Repeated pressing.
ସେ କରରେ ଯେବେ ଘନକେଶା ସମପଲା ସ୍ତନ, କି ବିଚିତ୍ର ଦଳାଦଳି ରସ ହେ କବିସୂର୍ଯ୍ୟ. ସଙ୍ଗୀତ କଳ୍ପଲତା
- ୫. ବହୁବାର ଦଳିବା —୫. Tramplings.
- ୬. ପ୍ରତିଦ୍ୱନ୍ଦ୍ୱୀ ଦଳଗଠନ — ୬. Creating of rival parties.
ପଦେ ପଦେ ଦଳାଦଳି ଘରେ ଘରେ ବିଗ୍ରହ ଭିକାରୀ. ଗୀତଲହରୀ
- ୭. ଦଳାମଳା (ଦେଖ) - —୭. Daḻāmaḻā (See)
- ୮. ପରସ୍ପରକୁ ଦଳିବା —୮. Mutual pressing.