Jump to content

ଦଳୁଆ

ଉଇକିଅଭିଧାନ‌ରୁ

ଦଳୁଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଦଳ)

[ସମ୍ପାଦନା]
୧. ଦଳପୂର୍ଣ୍ଣ — ୧. Full of aquatic grass; full of water-weeds.
୨. ଦଳ ମିଶ୍ରିତ ହେବା ଯୋଗୁଁ ବିସ୍ୱାଦ (ଜଳ) — ୨. Of insipid tance insipid (as water mixed with acquatic weed.)
୩. ଦଳଖିଆ (ଦେଖ) - —୩. Daḻakhiā (See)

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ଏକଜାତୀୟ ଚଷା — A class of peasants in Gan̄jām.