ଦଳ ବାନ୍ଧିବା
ଗୋଷ୍ଠୀ ବାନ୍ଧିବା; ମେଳି ବାନ୍ଧିବା; ବହୁ ବ୍ୟକ୍ତି ଜୀବ ଏକତ୍ର ସଂହତ କରିବା — To from into a group or crowd or herd; to herd together.