Jump to content

ଦଳ ବେହେରା

ଉଇକିଅଭିଧାନ‌ରୁ

ଦଳ ବେହେରା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପାଇକମାନଙ୍କ ସର୍ଦ୍ଦାର; ଜମାଦାର — ୧. Headman among pāikas; Jamadar.

ବିବେକ ପାତ୍ର ମନ୍ତ୍ରୀ ସରଦାର ଦଳବେହେରା ଯେ ଉତ୍ତମ ନର ବ୍ରଜନାଥ. ସମରତରଙ୍ଗ

୨. ଗ୍ରାମର ସର୍ଦ୍ଦାର — ୨. Headman of a village.
୩. ହାଟୁଆ ଜାତିର ଅଧିକାରୀ —୩. The headman of a community of the Hāṭuās.


୪. ଗ୍ରାମର ରାଜସ୍ୱ ସଂକ୍ରାନ୍ତି ବିଷୟରେ ମୂଖ୍ୟ ବ୍ୟକ୍ତି ୪. The headman or representative of a village in revenue matters.

[ଦ୍ରଷ୍ଟବ୍ୟ —ମୁଷଲମାନ୍ ବାଦସାହାଙ୍କ ଅମଳରେ ଏମାନଙ୍କ ଉପାଧି ଚଉଧୁରୀ ଓ ମକଦ୍ଦମ ଥିଲା]