ଦଶକ୍ରିୟା
ଦେଖଣା
ଦଶକ୍ରିୟା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦଶକ୍ରିୟା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମୃତ୍ୱୁର ଦଶ ଦିନ ଯାକ ଯେଉଁ ଔର୍ଦ୍ଧ୍ୱଦେହିକ କ୍ରିୟା ବା ଶୁଦ୍ଧିଶ୍ରାଦ୍ଧାଦି ମୃତବ୍ୟକ୍ତିର ଆତ୍ମାର ସଦ୍ଗତି ନିମିତ୍ତ ସମ୍ପାଦନ କରାଯାଏ —The funeral rites performed by a man's heir during the ten days of his death.
ଦଶକ୍ରିୟା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦଶାହ କର୍ମ —Funeral rites performed during the ୧୦ days of a personary death.