ଦଶକ୍ଷୀର
ସୁଶ୍ରୁତ ଅନୁସାରେ ଦଶଟି ଜୀବଙ୍କ ଦୁଧ (ଯଥା— ଗାଈର, ମେଣ୍ଢାର, ଓଟର, ଛେଳିର, ମଇଁଷିର, ଘୋଡ଼ୀର, ନାରୀର, ହାତୁଣୀର, ହରିଣୀର ଓ ଗଧର) —Milk from ten species of animals prescribed in the Hindu medical book Suṡruta.