ଦଶଘରା
ଦେଖଣା
ଦଶଘରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦଶଘରା
|
ଦଶରା, ଦଶହରାଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ଦଶହରା)
[ସମ୍ପାଦନା]- ୧. ଆଶ୍ୱିନ ଶୁକ୍ଳ ଦଶମୀ — ୧. The tenth day of the bright fortnight of the month of Āṡwina.
[ଦ୍ରଷ୍ଟବ୍ୟ —ଏ ଦିନ ଦୁର୍ଗା ପ୍ରତିମାଙ୍କୁ ବିସର୍ଜନ କରାଯାଏ]
- ୨. ଜୈଷ୍ଠ ମାସର ଶୁକ୍ଳ ଦଶମୀ —୨. The tenth day of the bright fortnight of the month of Jyeshṭha.
[ଦ୍ରଷ୍ଟବ୍ୟ —ଏ ଦିନ ଗଙ୍ଗାଦେବୀଙ୍କ ଜନ୍ମଦିବସ; ଏଣୁ ଗଙ୍ଗାସ୍ନାନ ଯୋଗ ପ୍ରଶସ୍ତ]