Jump to content

ଦଶଚନ୍ଦ୍ରମା

ଉଇକିଅଭିଧାନ‌ରୁ

ଦଶଚନ୍ଦ୍ରମା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦର୍ଶ+ଚନ୍ଦ୍ରମା)

[ସମ୍ପାଦନା]
୧. ଦର୍ଶ (ଅମାବାସ୍ୟା)ର ଚନ୍ଦ୍ର —୧. The moon of the new- moon day.
୨. (ସଂସ୍କୃତ - ଦଶ+ଚନ୍ଦ୍ରମସ୍) ଦଶଗୋଟି ଚନ୍ଦ୍ର — ୨. Ten moons.
୩. (ଲକ୍ଷଣାର୍ଥ; ଦୁଇ ହସ୍ତରେ ଦଶ ନଖ ଥିବାରୁ) ନଖକ୍ଷତ — ୩. Scar caused by the nails.

ହେମ ପର୍ବତ ଶୃଙ୍ଗ ମଧ୍ୟେ ଦଶ ଚନ୍ଦ୍ରମା କଲେ ଉଦେ—ଭୂପତି. ପ୍ରମପଞ୍ଚାମୃତ