ଦଶଣା
ଦଶ ଅଣା — Ten annas.
[ଦ୍ରଷ୍ଟବ୍ୟ —ତୁଳନା କର—ଆଠଣା=ଆଠ ଅଣା; ପାଞ୍ଚଣା = ପାଞ୍ଚ ଅଣା; ସାତଣା=ସାତ ଅଣା ପୂନର୍ବାର ତୁଳନା କର—ତିନଣା=ତିନି ଅଣା; ଚାରଣା=ଚାରି ଅଣା]