Jump to content

ଦଶତୁଠ

ଉଇକିଅଭିଧାନ‌ରୁ

ଦଶତୁଠ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦଶତୋଠ, ଦଶଘାଟଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ନଦ୍ୟାଦିର ଯେଉଁ ତୋଠରେ ଦଶ ଦିନ ପର୍ଯ୍ୟନ୍ତ ମୃତ ବ୍ୟକ୍ତିର ପ୍ରେତୋଦ୍ଦେଶ୍ୟାରେ ଦଶ କ୍ରିୟା କରାଯାଏ —୧. The bank of a river or tank where a man offers oblation cakes to a deceased ancestor during the ୧୦ days of his death in performing his funerals.
୨. ଦଶାହ ଦିନ ଦଶ ତୁଠରେ କରାଯିବା କ୍ରିୟା ଓ କ୍ରିୟା— କର୍ତ୍ତା ଏବଂ ଜ୍ଞାତି ଓ ବାନ୍ଧବମାନଙ୍କର କ୍ଷୌରପୂର୍ବକ ସ୍ନାନାଦି ଶୁଦ୍ଧି କ୍ରିୟା —୨. The funeral rites performed on the ୧୦th day of death by the heir and the sacrament acts including shaving and bath undergone by the relatives of a deceased person.