ଦଶତୁଠିଆ
ଦେଖଣା
ଦଶତୁଠିଆ
ଉଚ୍ଚାରଣ
[ସମ୍ପାଦନା]ଦଶତୋଠିଆ, ଦଶଘାଟିଆଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ଗାଳିବିଶେଷ) ନିମ୍ନ ଶ୍ରେଣୀର ବ୍ରାହ୍ମଣ, ଯେଉଁ ବ୍ରାହ୍ମଣ ଦଶ ତୋଠରେ ପୌରୋହିତ୍ୟ କରେ — ୧. (an abusive ephithet) An inferior class of Brāhmaṇas who officiates at funerals.
- ୨. ଦଶ ତୁଠରେ ପିନ୍ଧାଯିବା ଲୁଗା — ୨. The cloth, worne at the Daṡatuṭha.
ଦେଶଜ - ବିଶେଷଣ -
[ସମ୍ପାଦନା]ଅତି ନିକୃଷ୍ଟ ଓ ଛୋଟ (କରିଆ ଲୁଗା) — Very inferior and small (cloth).
[ ଦ୍ର—ସାଧାରଣତ୍ଋ ଦଶ ତୁଠରେ ଉପସ୍ଥିତ ଜ୍ଞାତ ଓ ବନ୍ଧୁ— ମାନଙ୍କୁ ସ୍ନାନ ଯେଉଁ ନୂଆ ଲୁଗା ପିନ୍ଧିବାକୁ ଦିଆଯାଏ ତାହା ଅତି ଛୋଟ ହୋଇଥାଏ]