ଦଶନପତ୍ର
(ଦଶନଚ୍ଛଦ—ଅନ୍ୟରୂପ)
ଓଠ — Lips.
ବୀର ଚଞ୍ଚୁ ଘାତ କିମ୍ୱ ଫଳ ଖ୍ୟାତ ସୁରଙ୍ଗ ଦଶନ ପତ୍ର ଦୀନକୃଷ୍ଣ. ରସକଲ୍ଲୋଳ