ଦଶନାମୀ ସଂନ୍ୟାସୀ
ଦଶନାମୀ ସଂନ୍ୟାସୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦଶ ଉପାଧିଯୁକ୍ତ ସନ୍ନ୍ୟାସୀମାନଙ୍କର ସମ୍ପ୍ରଦାୟ; ସନ୍ନ୍ୟାସୀ ତଳେ ନୋଟ୍ (ଦେଖ) - A sect of ascetics endowed with ten titles; notes under Sannyāsī (See)
[ ଦ୍ର—୧ ନାମ ଯଥା—୧ ତୀର୍ଥ, ୨ ଆଶ୍ରମ, ୩ ବନ, ୪ ଅରଣ୍ୟ, ୫ଗିରି , ୬ ପର୍ବତ, ୭ସାଗରସ ୮ ସରସ୍ୱତୀ, ୯ ଭାରତୀ, ୧ ପୁରୀ ଭଗବାନ ଶଙ୍କରାଚାର୍ଯ୍ୟ ସ୍ୱପ୍ରତିଷ୍ଠିତ ସନ୍ନ୍ୟାସି— ସଂପ୍ରଦାୟକୁ ପୂର୍ବୋକ୍ତରୂପେ ଦଶ ଭାଗରେ ବିଭକ୍ତ କିର ଏମାନଙ୍କ ପାଇଁ ଭାରତର ଚତୁର୍ଦ୍ଦିଗରେ ଚାରିଟି ମଠ (ଯଥା—ଗୋବର୍ଦ୍ଦନ ମଠ, ଯୋଗୀ ମଠ, ଶୃଙ୍ଗେରୀ ମଠ, ଶାରଦା ମଠ) ସ୍ଥାପନ କରି— ଥିଲେ ଏବଂ ପ୍ରତ୍ୟକ ମଠରେ ଦେବ, ଆଚାର୍ଯ୍ୟ ଏବଂ ମଠ ସେବକ ବ୍ରହ୍ମଚାରୀ ନିଯୁକ୍ତ କରିଥିଲେ ବ୍ରହ୍ମଚାରୀମାନେ ମଧ୍ୟ ଚାରି ଭାଗରେ ବିଭକ୍ତ ଓ ଚାରି ନାମରେ ପ୍ରସିଦ୍ଧ ଯଥା—ସ୍ୱରୂପ, ପ୍ରକାଶ, ଚୈତନ୍ୟ ଓ ନନ୍ଦ ବ୍ରହ୍ମଚାରୀମାନଙ୍କର କର୍ତ୍ତବ୍ୟ ଆଶ୍ରମସେବା, ଦେବସେବା, ଅତିଥିସେବା, ମଠର ଧନ ସଂରକ୍ଷଣ ଓ ବିଭାଗ ଏବଂ ସ୍ୱମ୍ୱ ମଠର ନିର୍ଣ୍ଣତ ବେଗପାଠ (ଦୁର୍ଗାନାଥ ଘୋଷ ବିଭୁତିଭୁଷଣଙ୍କ ସ୍ୱାମୀ ରାମାନନ୍ଦ) ]