Jump to content

ଦଶନୀ

ଉଇକିଅଭିଧାନ‌ରୁ

ଦଶନୀ

ଉଚ୍ଚାରଣ

[ସମ୍ପାଦନା]

(ଦଶନା—ଅନ୍ୟରୂପ)

ଦେଶଜ - ବିଶେଷଣ - ସ୍ତ୍ରୀ (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ)

[ସମ୍ପାଦନା]

ଦନ୍ତଯୁକ୍ତା; ଦନ୍ତବିଶିଷ୍ଟା —Toothed (female); with tooth (female).

କୁନ୍ଦସୁନ୍ଦରଦଶନୀ ମନ୍ଦହାସୀ ମଧୂର ମତ୍ତ ପିକ—ଭାଷୀ—ଦୀନକୃଷ୍ଣ. ଜଗମୋହନ