Jump to content

ଦଶନୀଡ଼ୀ

ଉଇକିଅଭିଧାନ‌ରୁ

ଦଶନୀଡ଼ୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶରୀରରେ ଥିବା ଦଶସଂଖ୍ୟକ ନାଡ଼ୀ — The ten blood-vessels said to run in the human body.


ବାସ୍ତରୀ ସସ୍ର ନାଡୀରୁ ଦଶ ନାଡ଼ୀ ଶ୍ରେଷ୍ଠ ଦଶ ନାଡ଼ୀ ନଧ୍ୟେ ତିନି ଅଟଇ ଗରିଷ୍ଠ ଇଅଁଳା ପିଆଁଳା ସିଷୁମୁନା ଅହି ତିନି ଏବେ ଯେ କହିବା ଦଶ ନାଡ଼ୀ ଭେଦ ଘେନି ଚତୁର୍ଥରେ ଗାନ୍ଧିରୀ—ପଞ୍ଚମେ ହସ୍ତଜିହ୍ୱା ଷଷ୍ଠେ ପୂଷା ଯଶସ୍ୱିନୀ ସପ୍ତମେ କହିବା ଆଠ ହୋଇ ଅଳମ୍ୱୂଷା କୁହୁ ଯେ ନବମ ଶଙ୍ଖିନୀର ଅନୁରୂପେ ହୋଇଛି ଦଶମ ପ୍ରାଚୀ. ଶିବସ୍ୱରୋଦୟ