Jump to content

ଦଶନ ବସନ

ଉଇକିଅଭିଧାନ‌ରୁ

ଦଶନ ବସନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦଶନ+ବସ୍ ଧାତୁ=ଆଚ୍ଛାଦନ କରିବା+ ଅନ)

[ସମ୍ପାଦନା]

ଓଷ୍ଠ —Lips.

ପ୍ରଖର ଶ୍ୱାସ ଶ୍ୱସନ ପୁଂଲିତ ନାଶା ଦଶନ—ବସନେ ସ୍ଥିତ ଦଶନ କୃତ ଦଂଶନ ଭଞ୍ଜ. ପ୍ରେମସୁଧାନିଧି