Jump to content

ଦଶପଲା

ଉଇକିଅଭିଧାନ‌ରୁ

ଦଶପଲା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଓଡ଼ିଶାର ଏକ ଗଡ଼ଜାତର ନାମ — The name of a Feudatory State in Orissa.

[ ଦ୍ର—ଏହା ପ୍ରଥମେ 'ବୈଦ' ରାଜ୍ୟ ମଧ୍ୟରେ ଗୋଟିଏ କନ୍ଧ ରାଜ୍ୟ ଥିଲା ବୌଦର ଜଣେ ରାଜପୁତ୍ର ୫ ବର୍ଷ ପୂର୍ବେ ଏହି ରାଜ୍ୟକୁ ସ୍ୱତନ୍ତ୍ର ଶାସନ କରିଥିଲେ ଦଶପଲ୍ଲା ରାଜବଂଶ 'ଭଞ୍ଜ' ଉପାଧିଧାରୀ—କୃପାସିନ୍ଧୁ ଇତିହାସ]