Jump to content

ଦଶମଥା

ଉଇକିଅଭିଧାନ‌ରୁ

ଦଶମଥା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଶମସ୍ତକ)

[ସମ୍ପାଦନା]

ରାବଣ; ଦଶଶିର — Rābaṇa; the demon with ten heads.

ବୃଥା କଲା ଦଶମଥା ତାଙ୍କ କଥା ଭଲ ସେହି ଭଲ୍ଲ ହେଲା ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ