Jump to content

ଦଶମାସିଆ

ଉଇକିଅଭିଧାନ‌ରୁ

ଦଶମାସିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଯେ ମାତୃ ଗର୍ଭରେ ଗର୍ଭବାସର ନିର୍ଦ୍ଦିଷ୍ଟ ସମୟ ରହି ପୁଷ୍ଟି ଲାଭ କରି ଜନ୍ମ ଗ୍ରହଣ କରିଥାଏ — One who is born after passing the full limited time in the mother's womb.

[ଦ୍ରଷ୍ଟବ୍ୟ —ସାଧାରଣତଃ ଦେଖାଯାଏ ଯେ ଯେଉଁ ୧ ମାସ ପୂର୍ବରୁ ଅର୍ଥାତ୍ ଗର୍ଭାବାସର ଅଷ୍ଟମ ବା ନବମ ମାସରେ ଜନ୍ମ ହୋଇଆଏ, ସେ ଦୁର୍ବଳ ଓ ନିର୍ବୁଦ୍ଧିଆ ହୁଏ ଏଥିପାଇଁ ଲୋକେ ଅନ୍ୟ ବ୍ୟକ୍ତିକୁ ବ୍ୟଙ୍ଗ କରି ଏପରି ପ୍ରୟୋଗ କରି ଥାଆନ୍ତି ଯଥା— ତୁମେ ଦଶ ମାସିଆ ହୋଇ ଜନ୍ମ ହୋଇଥିଲ, ଆମେ କଅଣ ଛ ମାସିଆ ହୋଇ ଜନ୍ମ ହୋଇଥିଲୁ କି? ଅର୍ଥାତ୍ ତୁମ ଅପେକ୍ଷା ଆମର ବୁଦ୍ଧି, ବଳ, ଶକ୍ତି ବା ଅଧିକାର ଊଣା ନୁହେ]