ଦଶମିକ
ଦେଖଣା
ଦଶମିକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦଶମ+ଇକ) (ଗଣିତ ପାରିଭାଷିକ ଶବ୍ଦ)
[ସମ୍ପାଦନା](ଗଣିତ) ଅଖଣ୍ଡ ରାଶିର ଦଶାଂଶର ଏକାଂଶ — (Arithmetic) Decimal.
[ଦ୍ରଷ୍ଟବ୍ୟ —ଏହାର ଚହ୍ନ, ସଂଖ୍ୟା ପୂର୍ବରୁ ଗୋଟିଏ ବିନ୍ଦୁ ଯଥା—୩.୩: ଅର୍ଥାତ୍ ପୂର୍ଣ୍ଣ ୩ ଓ ଏକର ଦଶ ଭାଗରୁ ତିନି ଭାଗ]
ବିଶେଷଣ -
[ସମ୍ପାଦନା]ଦଶଗୁଣୋତ୍ତର —Decimal.