ଦଶମ ଅବତାର
ଦେଖଣା
ଦଶମ ଅବତାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବିଷ୍ଣୁଙ୍କର୧ ମ ବା ଶେଷ ଅବତାର; କଳ୍କୀ ଅବତାର; ବିଷ୍ଣୁଙ୍କର କଳିଯୁଗର ଶେଷ ଅବତାର —The last or tenth incarnation of Bishṇu (represented by a rider on a steed holding a drawn sword to purge the world of the evil doers in the course of the current 'Kaḻi' etc.
[ଦ୍ରଷ୍ଟବ୍ୟ —ଉକ୍ତ ଅଛି ଯେ—କଳିଯୁଗରେ ପାପର ମାତ୍ରା ଖୁବ୍ ବେଶୀ ହେଲେ ଭଗବାନ୍ ଘୋଡ଼ାରେ ଚଢ଼ି ହାତରେ ଖଣ୍ଡା ଧରି ପୃଥିବୀରେ ଅବତୀର୍ଣ୍ଣ ହୋଇ ଦୁଷ୍ଟ ସଂହାର କରୁ ପୃଥିବୀରେ ଶାନ୍ତ ପ୍ରତିଷ୍ଠା କରିବେ ଏ ଅବତାର ଆଜିଯାଏ ପୃଥିବୀକୁ ଆସି ନାହାନ୍ତି ଆମ ଦେଶରେ ସାଧାରମ ଲୋକଙ୍କ ବିଶ୍ୱାସ ଯେ, 'ମାଳିକା'ର ଡାକ ଅନୁସାରେ ଏହି କଳଙ୍କୀ ଅବତାର ଶୀଘ୍ର ଉପସ୍ଥିତ ହୋଇ ଦୁଷ୍ଟ ସଂହାର କରିବେ]