Jump to content

ଦଶମ ଗ୍ରହ

ଉଇକିଅଭିଧାନ‌ରୁ

ଦଶମ ଗ୍ରହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବ୍ୟଙ୍ଗୋକ୍ତି)

[ସମ୍ପାଦନା]

ନବଗ୍ରହ ରୁଷ୍ଟ ହେଲେ ଯେପରି ମନୁଷ୍ୟକୁ ପୀଡ଼ା ଦିଅନ୍ତି ସେହିପରି ପୀଡ଼ା ଦେବା ବ୍ୟକ୍ତି ଦଶମ ଗ୍ରହରୂପେ କଳ୍ପିତ — One who gives much troubles.

ଜାମାତା ଦଶମୋ ଗ୍ରହଃ ସଂସ୍କୃତ—ଢଗ