Jump to content

ଦଶମ ଦଶା

ଉଇକିଅଭିଧାନ‌ରୁ

ଦଶମ ଦଶା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମୃତ୍ୟୁ ପୂର୍ବର ଶେଷ ଅବସ୍ଥା; ମରଣାପନ୍ନ ଅବସ୍ଥା; ପ୍ରାଣାନ୍ତକ ଅବସ୍ଥା; ମରଣ ଅବସ୍ଥା —Last extremity before death; dying condition.

ବିଖ୍ୟାତ ମଇଥିଳୀରେ ଲୋଟିଲା ମହୀସ୍ଥଳୀରେ କରି ଦଶାନନ ଦଶମ ଭୋଗ ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ

[ଦ୍ରଷ୍ଟବ୍ୟ —ଦଶ ଦଶା ଯଥା— ଦୃଙ୍ମନଃସଙ୍ଗସଂକଲୋଜ୍ଜାଗରଃ କୃଶତା ରତିଃ ହ୍ରୀତ୍ୟାଗୋନ୍ମାଦସମ୍ମୋହଃ ମରଣଞ୍ଚ ଦଶା ଦଶ]