Jump to content

ଦଶରଥ

ଉଇକିଅଭିଧାନ‌ରୁ

ଦଶରଥ

ଉଚ୍ଚାରଣ

[ସମ୍ପାଦନା]

(ଦଶସ୍ୟନ୍ଦନ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (ଦଶଦିଗକୁ ରଥ ଯାଉଥିଲା ଯାହାର; ବହୁବ୍ରୀହି)

[ସମ୍ପାଦନା]

ଅଯୋଧ୍ୟାର ସୂର୍ଯ୍ୟବଂଶୀୟ ରାଜା; ରାମଚନ୍ଦ୍ରଙ୍କ ପିତା — Name of a king of Aj̄odhyā (oudh); father of king Rāmachandra.

[ଦ୍ରଷ୍ଟବ୍ୟ —ଏ ଦେବତାମାନଙ୍ଙ୍କ ପକ୍ଷରେ ଯୁଦ୍ଧ କରି ଅନେକ ଥର ଅସୁରମାନଙ୍କୁ ପରାସ୍ତ କରିଥିଲେ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କଙ୍କଡ଼ା —A crab.