Jump to content

ଦଶରଥ ନନ୍ଦନ

ଉଇକିଅଭିଧାନ‌ରୁ

ଦଶରଥ ନନ୍ଦନ

ଉଚ୍ଚାରଣ

[ସମ୍ପାଦନା]

ଦଶରଥ ତନୟ, ଦଶରଥ ସୂତଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦଶରଥ+ନନ୍ଦନ)

[ସମ୍ପାଦନା]

ଦାଶରଥି; ଶ୍ରୀ ରାମଚନ୍ଦ୍ର —A name of Rāmachandra.

[ଦ୍ରଷ୍ଟବ୍ୟ —ଦଶରଥ ଶବ୍ଦ ପରେ ପୁତ୍ର ବାଚକ ଶବ୍ଦ ଯୁକ୍ତ ହେଲେ ଏହା ଶ୍ରୀ ରାମଚନ୍ଦ୍ରଙ୍କୁ ବୁଝାଏ—ହିନ୍ଦୀ - ଶବ୍ଦସାଗର]