ସଂସ୍କୃତ - ବିଶେଷ୍ୟ - (ଦଶ+ରୂପକ; ବହୁବ୍ରୀହି)
[ସମ୍ପାଦନା]
ନାଟକାଦିର ଲକ୍ଷଣ— ପ୍ରତିପାଦକ ଅଳଙ୍କାର ଗ୍ରନ୍ଥବିଶେଷ — A dramatic work having one of the ୧୦ prescribed forms.
[ଦ୍ରଷ୍ଟବ୍ୟ —ଦଶଗୋୟି ରୂପକ; ଯଥା— ନାଟକ, ପ୍ରକରଣ, ଭାଣ, ବ୍ୟାଯୋଗ, ସମବକାର, ଡିମ, ଇହାମୃଗ, ଅଙ୍କ, ବୀଥି ଓ ପ୍ରହସନ]