ଦଶଲୋକରେ ବସିବା
ଦେଖଣା
ଦଶଲୋକରେ ବସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦଶଲୋକରେ ବସିବା
|
ଦଶରେ ବସିବା, ଦଶଜଣଙ୍କ ଭିତରେ ବସିବା, ଦଶ ପାଞ୍ଚରେ ବସିବା, ଦଶଲୋକରେ ବସାଉଠା କରିବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଭଦ୍ର ସମାଜରେ ବା ପ୍ରତିବେଶୀ— ମାନଙ୍କ ମଧ୍ୟରେ ଜଣେ ବୋଲି ଗଣତି ହେବା —To be counted as a person (of some importancy in the society) to move in high society.
(ଯଥା—ତୁମେ ତ ଦଶଲୋକରେ ବସିବା ଲୋକ; ତୁମକୁ ବା କିଏ ବୁଦ୍ଧି ବତେଇବ)