ଦଶଶର
ଦେଖଣା
ଦଶଶର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦଶଶର
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଜହ୍ନି; (ଏଥିରେ ସାଧାରଣତଃ ଦଶଗୋଟି ଶିରା ଥାଏ ବୋଲି) — ୧. Luffa Scutangnla (fruit).
- ୨. (ସଂସ୍କୃତ - ଦଶଶିରାଃ) ରାବଣ (ଦଶମୁଣ୍ଡବିଶିଷ୍ଟ ବୋଲି) — ୨. Rābaṇa.
- ୩. ଶରୀରର ପ୍ରଧାନ ଦଶଗୋଟି ଶିର ବା ନାଡ଼ା — ୩. The ୧୦ veins of the body.
(ଯଥା—କଥା କହିଲାବେଳକୁ ବୁଢ଼ାର ଦଶଶିର ଦୁହିଁ ହୋଇ ଯାଉଛି)