ଦଶସାଲା
ଦେଖଣା
ଦଶସାଲା
ଉଚ୍ଚାରଣ
[ସମ୍ପାଦନା]ଦଶସାଲିଆ, ଦଶସନିଆଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଦଶ+ଫାରାସୀ - ସାଲ=ବର୍ଷ)
[ସମ୍ପାଦନା]- ୧. ଦଶବର୍ଷ ବ୍ୟାପୀ —୨. Extending over a period of ten years.
- ୨. ଦଶବର୍ଷ ଅନ୍ତରରେ ଥରେ ଘଟିବା — ୨. Taking place at intervals of ୧୦ years.
- ୩. ଦଶବର୍ଷ ମିଆଦ ପାଇଁ କରାଯିବା — ୩. Having a term of ten years.
- ୪. ବଶବର୍ଷ ବୟସ୍କ —୪. Aged ten years.