ଦଶସାଲା ବନ୍ଦୋବସ୍ତ
ଦେଖଣା
ଦଶସାଲା ବନ୍ଦୋବସ୍ତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦଶସାଲା ବନ୍ଦୋବସ୍ତ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ୧ ବର୍ଷ ମିଆଦ ପର୍ଯ୍ୟନ୍ତ କରାଯିବା ଭୂରାଜସ୍ୱ ବନ୍ଦୋବସ୍ତ — ୧. Decennial settement of land revenue; temporary settlement of revenue for a period of ten years.
- ୨. ଭାରତର ଗଭର୍ଣ୍ଣର ଲର୍ଡ଼ କର୍ଣ୍ଣବାଲିସ୍ଙ୍କ ଅମଳରେ ୧ ବର୍ଷ ମିଆଦପାଇଁ କରାଯିବା ବଙ୍ଗଦେଶର ଭୂରାଜସ୍ୱ ବନ୍ଦୋବସ୍ତ —୨. Decennial settlement of land-revenue made with the zemindars of the province of Bengal by the British Government during the reign of Lord Cornowallis, Governor General of India.
[ଦ୍ରଷ୍ଟବ୍ୟ —ଏହି ଭୂରାଜସ୍ୱ ବନ୍ଦୋବସ୍ତ ପ୍ରଥମ ମିଆଦ ଗତ ହେବା ପରେ ବଙ୍ଗଦେଶରେ ଚିରସ୍ଥାୟୀ ବନ୍ଦୋବସ୍ତ (Permanent settlement) ହେଲା; କିନ୍ତୁ ଓଡ଼ିଶାରେ ଆଜିଯାଏ ଏହି ଦଶସାଲା ବନ୍ଦୋବସ୍ତ ଚଳୁଅଛି ଏବଂ ସରକାର ଦୟାକରି ୧ ବର୍ଷ ଅନ୍ତରରେ ଏହା ନ କରି ୨୨୫୩: ବର୍ଷ ଅନ୍ତରରେ ଥରେ ଲେଖାଏଁ ଓଡ଼ିଶାର ଭୂରାଜସ୍ୱ ବନ୍ଦୋବସ୍ତ କରି ଓଡ଼ିଶାବାସୀଙ୍କୁ ସମ୍ଭାଳି ଅଛନ୍ତି]