Jump to content

ଦଶହରା ଖରଚ

ଉଇକିଅଭିଧାନ‌ରୁ

ଦଶହରା ଖରଚ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦଶହରା ବା ବିଜୟାଦଶମୀ ଉତ୍ସବ ଉପଲକ୍ଷେ ପ୍ରଭୁ ବା ଗୃହକର୍ତ୍ତାଙ୍କଠାରୁ ଭୃତ୍ୟାଦି ବା ପରିବାରର ପୁତ୍ର କନ୍ୟାଦି ଯାତ୍ରାଖରଚ କରିବା ପାଇଁ ଯେଉଁ ପାରି— ତୋଷିକ ବା ବକ୍ସିସ ପାଆନ୍ତି —୧. Perquisite or tips given to servants and children of the family on the Bijayā Daṡamī day festival.
୨. ପରିବାରରେ ଦଶହରା ଉତ୍ସବ ପାଳନ ଉପଲକ୍ଷରେ କରାଯିବା ବ୍ୟୟ —୨. The expenses incurred for conducting the Daṡaharā festival in the family.