ଦଶାଙ୍ଗ
ଦେଖଣା
ଦଶାଙ୍ଗ
ଉଚ୍ଚାରଣ
[ସମ୍ପାଦନା](ଦଶାଂଶ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଦେବତା ପୂଜା ସମୟରେ ବ୍ୟବହୃତ ଦଶ ଗୋଟି ସୁଗନ୍ଧ ଦ୍ରବ୍ୟଦ୍ୱାରା ପ୍ରସ୍ତୁତ ଧୂପ — ୧. Incense consisting of ten ingredients offered to Deities during worship.
[ଦ୍ରଷ୍ଟବ୍ୟ —ଦଶଟି ଦ୍ରବ୍ୟ ଯଥା—ଶିଳାରସ, ଗୁଗ୍ଗୁଳ, ଚନ୍ଦନ, ଜଟାମାଂସୀ, ଲୋବାନ, ଝୁଣା, ବେଣାଚେର, ନଖୀ, ଭୀମସେନୀ କପୂର, କସ୍ତୁରୀ, ମତାନ୍ତରରେ ମହୁ; ନାଗର ମୁଥା, ଘିଅ, ଚନ୍ଦନ, ଗୁଗ୍ଗୁଳ, ଅଗର, ଶିଳାଜତୁ, ଝୁଣା, ଗୁଡ଼, ରାଇ ସୋରିଷ; ମତାନ୍ତରରେ ଗୁଗ୍ଗୁଳ, ଗନ୍ଧକ, ଚନ୍ଦନ, ଜଟାମାଂସୀ, ଶତାବରୀ, ଝୁଣା, ବେଣାଚେର, ଘିଅ, କର୍ପୂର, କସ୍ତୁରୀ ହିନ୍ଦୀ - ଶବ୍ଦସାଗର]
- ୨. ଦଶାଙ୍ଗ ପାଚନ (ଦେଖ) - ୨. Daṡāṅga pāchana (See)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଦଶ ଗୋଟି ଅଙ୍ଗ ବା ଉପାଦାନବିଶିଷ୍ଟ — Having ten component parts.