Jump to content

ଦଶାଙ୍ଗ ପାଚନ

ଉଇକିଅଭିଧାନ‌ରୁ

ଦଶାଙ୍ଗ ପାଚନ

ଉଚ୍ଚାରଣ

[ସମ୍ପାଦନା]

(ଦଶାଙ୍ଗକଷାୟ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବୈଦ୍ୟ ଶାସ୍ତ୍ରୋକ୍ତ ୧ ଗୋଟି ପଦାର୍ଥକୁ ଜଳରେ ସିଝାଇ ତହିଁରୁ ପ୍ରସ୍ତୁତ କରାଯିବା କ୍ୱାଥ —A decoction made of ten specific ingredients boiled with water (according to the Hindu medical treatises.)

[ଦ୍ରଷ୍ଟବ୍ୟ —ଦଶାଙ୍ଗ ପାଚନ ଦ୍ରବ୍ୟ ଯଥା—ବାସଙ୍ଗ ଛେଲି, ଗୁଲୁଚି, ଘରପୋଡ଼ିଆ, ନିମ୍ୱ ଛେଲି, ଚିରେଇତା, ଭୃଙ୍ଗରାଜ, ହରିଡ଼ା, ବହାଡ଼, ଅଅଁଳା ଓ ପୋଟଳ ପତ୍ର ବା ମତାନ୍ତରରେ କୋଳଥ ଏ ପnଦାର୍ଥ ମାନଙ୍କର କ୍ୱାଥରେ ମହୁ ମିଶାଇ ପାନ କଲେ ଅମ୍ଳପିତ୍ତ ରୋଗ ପ୍ରଶମିତ ହୁଏ]